ଦୁର୍ଵା ସୂକ୍ତମ୍ (ମହାନାରାୟଣ ଉପନିଷଦ୍) | Durva Suktam Mahanarayana Upanishad In Odia

Also Read This In:- Bengali, English, Gujarati, Hindi, Kannada, Marathi, Malayalam, Punjabi, Sanskrit, Tamil, Telugu.

ସ॒ହ॒ସ୍ର॒ପର॑ମା ଦେ॒ଵୀ॒ ଶ॒ତମୂ॑ଲା ଶ॒ତାଂକୁ॑ରା । ସର୍ଵଗ୍​ମ୍॑ ହରତୁ॑ ମେ ପା॒ପଂ॒ ଦୂ॒ର୍ଵା ଦୁଃ॑ସ୍ଵପ୍ନ॒ ନାଶ॑ନୀ । କାଂଡା᳚ତ୍ କାଂଡାତ୍ ପ୍ର॒ରୋହଂ॑ତୀ॒ ପରୁ॑ଷଃ ପରୁଷଃ॒ ପରି॑ ।

ଏ॒ଵା ନୋ॑ ଦୂର୍ଵେ॒ ପ୍ରତ॑ନୁ ସ॒ହସ୍ରେ॑ଣ ଶ॒ତେନ॑ ଚ । ୟା ଶ॒ତେନ॑ ପ୍ରତ॒ନୋଷି॑ ସ॒ହସ୍ରେ॑ଣ ଵି॒ରୋହ॑ସି । ତସ୍ୟା᳚ସ୍ତେ ଦେଵୀଷ୍ଟକେ ଵି॒ଧେମ॑ ହ॒ଵିଷା॑ ଵ॒ୟମ୍ । ଅଶ୍ଵ॑କ୍ରାଂ॒ତେ ର॑ଥକ୍ରାଂ॒ତେ॒ ଵି॒ଷ୍ଣୁକ୍ରାଂ᳚ତେ ଵ॒ସୁଂଧ॑ରା । ଶିରସା॑ ଧାର॑ୟିଷ୍ୟା॒ମି॒ ର॒କ୍ଷ॒ସ୍ଵ ମାଂ᳚ ପଦେ॒ ପଦେ ॥ 1.37 (ତୈ. ଅର. 6.1.8)

Similar Posts

Leave a Reply

Your email address will not be published. Required fields are marked *